ଷୋଡ଼ଶ
ଷୋଡ଼ଶ
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ଷଟ୍+ଦଶନ୍; ଷଟ୍ ଅଧିକ ଦଶ; ମ. ପ. ଲୋ. —କର୍ମଧା; ନିପାତନ; ଷୋଡଶନ୍ ଶବ୍ଦର ୧ମା. ୧ବ) ସମ୍ପାଦନା
- ୧. ଷୋଳ —୧. Sixteen.
- ୨. ଷୋଳ ଭାଗରୁ ଏକ ଭାଗ —୨. One sixteenth.
- ୩. ଷୋଡ଼ଶକ ଶ୍ରାଦ୍ଧର ୧୬:ଟି ବିଶେଷ ଉପକରଣ —୩. ୧୬ Specified materials necessary for a ṡrāddha.
[ଷୋଡଶା—ସ୍ତ୍ରୀ. ବିଣ]
ସଂସ୍କୃତ - ବିଶେଷଣ - ସମ୍ପାଦନା
- ୧. ଷୋଳ ସଂଖ୍ୟକ —୧. Numbering sixteen.
- ୨. (ଷୋଡଶନ୍+ଅ) ଷୋଳସଂଖ୍ୟାର ପୂରକ —୨. Sixteenth.