ଷିଡ୍ଗ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

[ଷିଡ୍ଗ—ଅନ୍ୟରୂପ]

ଅନୁବାଦ ସମ୍ପାଦନା

ସଂସ୍କୃତ - ବିଶେଷଣ - ପୁଂ—(ଷିତ୍ଧାତୁ=ଘୃଣା କରିବା+କର୍ମ ତ) ସମ୍ପାଦନା

୧. କମୁକ — ୧. Amorous; lustful; lecherous.
୨. ଲମ୍ପଟ; ଲୋଚ୍ଚା —୨. Adulterous; lewd.
୩. ରସିକ —୩. Gallant.

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

୧. ଜାର ପୁରୁଷ; ଉପପତି —୧. Paramour.
୨. ଲମ୍ୱଟବ୍ୟକ୍ତି ୨. Lewd person.
୩. ନାଗର; ରସିକ ବ୍ୟକ୍ତି —୩. A gallant.