ଷିଟ୍କାଇବା
ଷିଟ୍କାଇବା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଷିଟ୍କାଇବା
|
ଦେଶଜ - କ୍ରିୟାପଦ - (ସଂ ଷିଟ୍ଧାତୁ=ଘୃଣା କରିବା)
ସମ୍ପାଦନାଘୃଣାରେ ନାସିକା କୁଞ୍ଚନ କରିବା —To contract the nose through disgust or hatred.
ଷିଟ୍କାଇବା
|
ଘୃଣାରେ ନାସିକା କୁଞ୍ଚନ କରିବା —To contract the nose through disgust or hatred.