ଷାଡ୍ଗୁଣ୍ୟ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ଷଡ଼ ଗୁଣ+ସ୍ୱାର୍ଥେ. ଯ) ସମ୍ପାଦନା

୧. ଷଡ୍ଗୁଣ (ଦେଖ) - —୧. Shaṟḍ̠guṇa. (See)
୨. ରାଜ୍ୟ ରକ୍ଷଣାର୍ଥ ରାଜାମାନଙ୍କ ଅନୁଷ୍ଠିତ ୬ଟି ଉପାୟ — ୨. The six means adopted by kings for protection of a kingdom.

[ଯଥା—ସନ୍ଧାନାସନ—ସନ୍ଧିସ୍ଥାପନ ପୂର୍ବକ ଅବସ୍ଥାନ — Treaty. ଯାତ୍ରାସନ୍ଧାନ—ଯୁଦ୍ଧାର୍ଥ ଅଭିଯାନ —Expedition. ବିଗୃହ୍ୟାସନ—ବୈର କ୍ରିୟାକରି ଅବସ୍ଥାନ Staying on the enemy's country after oppressive acts ଯାତ୍ରାଂ ସଂପରିଗୃହ୍ୟାସନ— ଶତ୍ରୁକୁ ଭୟ ଦେଖାଇବା ପାଇଁ ଯାନାଦି ଦେଖାଇ ସ୍ୱ ସ୍ଥାନରେ ଅବସ୍ଥାନ —Mobilisation. ଦ୍ୱେଧୀଭାବ—ଉଭୟ ଶତ୍ରୁ ଓ ମିତ୍ର ପକ୍ଷଙ୍କ ସଙ୍ଗେ ମିତ୍ରତା ସ୍ଥାପନ — Neutrality. ଅନ୍ୟ ସଂଶୟ—ଅନ୍ୟ ରାଜାଙ୍କ ଆଶ୍ରୟ — Forming alliance.]