ଷାଡ଼ବ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ଷଟ୍=ଛଅ+ଅବ) ସମ୍ପାଦନା

୧. ଗୀତ, ଗାନ —୧. Song.
୨. ରସ —୨. Sentiment.
୩. ସ୍ୱାଦ; ରସ —୩. Taste.
୪. ଛଅ ସ୍ୱରର ମିଳିତ ରାଗ ବା ରାଗିଣୀ —୪. Name of tunes consisting of ୬ notes; name of a mixed tune.

[ଉ—ଷାଡ଼ବେ ଗାଏ ଗୀତ ଶରଧାବତୀ ଗୋଲୋକ. ଇନ୍ଦୁ— ରେଖା]

[ଦ୍ରଷ୍ଟବ୍ୟ —ସଙ୍ଗୀତ ଦର୍ପଣ ମତରେ ୫ ସ୍ୱର ମିଳିତ ରାଗକୁ ଔଡ଼ବ, ୬ସ୍ୱର ମିଳିତ ରାଗକୁ ଷାଡବ ଓ ସପ୍ତସ୍ୱର ମିଳିତ ରାଗକୁ ସମ୍ପୂର୍ଣ୍ଣ ବୋଲାଯାଏ]

୫. (ବୈଦ୍ୟକ) ଅମ୍ଳ ମଧୁର ଲବଣାଦି ଛଅ ସ୍ୱାଦଯୁକ୍ତ ସୁଗନ୍ଧଯୁକ୍ତ ଦ୍ରବ୍ୟ ବିଶେଷ —୫. Name of a sweet scented mixture of ingredients having all the ୬ tastes.