ଷାଠିଏ ବାଟି ନାହାକାଣୀ

ଷାଠିଏ ବାଟି ନାହାକାଣୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

(ଷାଠିଏବାଟି ନାହାକିଆଣୀ—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - ସ୍ତ୍ରୀ ସମ୍ପାଦନା

ବହୁତ ଭୂସମ୍ପତ୍ତିର ଅଧିକାରିଣୀ — A lady who is the owner of hundreds of acres of land.

(ଉ—ଷାଠିଏ ବାଟି ନାହାକିଆଣୀ ପରର ବାଡ଼ି ପନ୍ଦାଡ଼ରେ ମାଗି ଖାଉଛି ଢଗ)