ଷଷ୍ଠ କାଳ
ଷଷ୍ଠ କାଳ
ଉଚ୍ଚାରଣ
ସମ୍ପାଦନାସଂସ୍କୃତ - ବିଶେଷ୍ୟ -
ସମ୍ପାଦନା- ୧. ଛଅ ସଂଖ୍ୟାର ପୂରକ ସମୟ (ବିଶ୍ୱକୋଷ) — The ୬th period.
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଷଷ୍ଠାନ୍ନକାଳ)
ସମ୍ପାଦନାଷଷ୍ଠାନ୍ନକାଳ (ଦେଖ) - —Shashṭhā. nnakāḻa (See)
[ଉ—ନିତି ସାବିତ୍ରୀ ମନ୍ତ୍ରେ ଲକ୍ଷେ ହୋମ କରି ଷଷ୍ଠକାଳେ ଭୋଜନ କରନ୍ତି ଦଣ୍ଡଧାରୀ —କୃଷ୍ଣସିଂହ. ମହାଭାରତ. ବନ]