ଷଷ୍ଠୀ ପୂଜା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

୧. ଶିଶୁର ଜନ୍ମର ଷଷ୍ଠ ଦିନ କର୍ତ୍ତବ୍ୟ ଷଷ୍ଠୀ ଦେବୀ ପୂଜା ଓ ଉତ୍ସବ — ceremony of worshipping the Shashṭhī Goddess on the ୬th day of a child's birth.
୨. ସନ୍ତାନ ଜନ୍ମ ହେବାର ଏକବିଂଶ ବା ଏକୋଇଶା ଦିନ କରାଯିବା ଷଷ୍ଠୀ ଦେବୀଙ୍କ ପୂଜା — ୨. Worship of Shashṭhī Debī done on the ୨୧st day of a child's birth.
୩. ଭାଦ୍ର ଶୁକ୍ଳ ଷଷ୍ଠରେ କର୍ତ୍ତବ୍ୟ ଷଷ୍ଠୀଦେବୀଙ୍କ ପୂଜା; ଷଠି ଓଷା —୩. The worship of Shasṭhhī Debī on the ୬th of the bright lunar fort night of Bhādra.