ଷଷ୍ଠାଷ୍ଟମ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷଣ - ସମ୍ପାଦନା

ଛଅ ସ୍ଥାନୀୟ ଓ ଆଠ ସ୍ଥାନୀୟ —Sixth and eighth.

[ଦ୍ରଷ୍ଟବ୍ୟ —ଜ୍ୟୋତିଷ ଗଣନା କ୍ରମେ ଦମ୍ପତ୍ତିର ରାଶିମାନଙ୍କର ପରସ୍ପରଠାରୁ ଷଷ୍ଠ ଓ ଅଷ୍ଟମ ସ୍ଥାନରେ ସ୍ଥିତି ଜନିତ ଅଶୁଭ ଯୋଗକୁ ଅନ୍ୟୋଽନ୍ୟ— ଷଷ୍ଠାଷ୍ଟମ କହନ୍ତି ମହାଦଶା ଓ ଅନ୍ତର୍ଦଶାରେ ଗ୍ରହମାନଙ୍କର ଅବସ୍ଥାନରେ ମଧ୍ୟ ଷଷ୍ଠାଷ୍ଟମ ଯୋଗ ହୁଏ ]