ଷଷ୍ଠାନ୍ନ କାଳ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଷଷ୍ଠାନ୍ନ କାଳକାଳିକ—ଅନ୍ୟ ବିଶେଷଣ - ରୂପ)

(ଷଷ୍ଠାନ୍ନ କାଳକ—ଅନ୍ୟ ବିଶେଷ୍ୟରୂପ)

ସଂସ୍କୃତ - ବିଶେଷଣ - (ଷଷ୍ଠ+ଅନ୍ନ+କାଳ) ସମ୍ପାଦନା

ଯେଉଁ ବ୍ୟକ୍ତି ବା ପ୍ରାଣୀ ଦୁଇ ଦିନ ଅନାହାର ରହି ତୃତୀୟ ଦିନ ସାୟଂ— କାଳରେ ଥରେ ଖାଏ — (a person or animal) Fasting for ୨ days and breaking his fast on the third evening.

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

ଦୁଇ ଦିନ ଅନାହାରରେ ରହି ତୃତୀୟ ଦିନ ସାୟଂକାଳରେ ଥରେ ଭୋଜନ (ବିଶ୍ୱକୋଷ) — Taking food on the ୩rd evening after fasting for ୨ whole days.