ଷଷ୍ଠାନ୍ନ କାଳ
ଷଷ୍ଠାନ୍ନ କାଳ
ଉଚ୍ଚାରଣ
ସମ୍ପାଦନା(ଷଷ୍ଠାନ୍ନ କାଳକାଳିକ—ଅନ୍ୟ ବିଶେଷଣ - ରୂପ)
(ଷଷ୍ଠାନ୍ନ କାଳକ—ଅନ୍ୟ ବିଶେଷ୍ୟରୂପ)
ସଂସ୍କୃତ - ବିଶେଷଣ - (ଷଷ୍ଠ+ଅନ୍ନ+କାଳ)
ସମ୍ପାଦନାଯେଉଁ ବ୍ୟକ୍ତି ବା ପ୍ରାଣୀ ଦୁଇ ଦିନ ଅନାହାର ରହି ତୃତୀୟ ଦିନ ସାୟଂ— କାଳରେ ଥରେ ଖାଏ — (a person or animal) Fasting for ୨ days and breaking his fast on the third evening.
ସଂସ୍କୃତ - ବିଶେଷ୍ୟ -
ସମ୍ପାଦନାଦୁଇ ଦିନ ଅନାହାରରେ ରହି ତୃତୀୟ ଦିନ ସାୟଂକାଳରେ ଥରେ ଭୋଜନ (ବିଶ୍ୱକୋଷ) — Taking food on the ୩rd evening after fasting for ୨ whole days.