ଷଷ୍
ଛଅ —Six.
(ଦ୍ର—ଅନ୍ୟାନ୍ୟ ଭାଷାରେ ଏହାର ସାଦୃଶ୍ୟ ଯଥା—ସଂସ୍କୃତ—ଷଷ୍; ପାରସି—ଶଶ୍, ଗ୍ରୀକ—ହେକ୍ସ୍, ଲାଟିନ—ସେକ୍ସ୍, ଜର୍ମାନି—ସେଖ୍ସ୍, ଇଂରେଜି—ସିକ୍ସ୍)