ଷଣ୍ଣନତୀତ
ଷଣ୍ଣନତୀତ
ଉଚ୍ଚାରଣ
ସମ୍ପାଦନାସଂସ୍କୃତ - ବିଶେଷଣ - (ଷଟ୍+ମନୁ+ଅତୀତ)
ସମ୍ପାଦନାଛଅ ଜଣ ମନୁଙ୍କ ରାଜତ୍ୱ ଅତୀତ ବା ଶେଷ ହୋଇଥିବା (କାଳ ବା କଳ୍ପାଂଷ) —(The time) After the life time of six Manus.
[ଦ୍ରଷ୍ଟବ୍ୟ —ଯେଉଁ ମନୁ ୬ ଜଣ ଏଥି ପୂର୍ବରୁ ଭୋଗ କରି ଅଛନ୍ତି, ସେମାନଙ୍କ ନାମ—୧ ସ୍ୱାୟମ୍ୱୁବ, ୨ ସ୍ୱାରେତିଷ, ୩ ଉତ୍ତମ ୪ ତାମସ; ୫ ରୈବତ ଓ ୬ ଚାକ୍ଷୁଷ ବର୍ତ୍ତମାନ ୭ମ ବୈବସ୍ୱତ ମନୁ ଭୋଗ କରୁ ଅଛନ୍ତି]