ଷଣ୍ଢ ତିଳ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

ଷଣ୍ଡତିଳ (ଦେଖ) - —Shaṇḍha tiḻa (See)

ଦେଶଜ - ବିଶେଷ୍ୟ - ସମ୍ପାଦନା

ନପୁଂସକ —An eunoch.

[ଉ—ଏ ବାହାରେ ବଚନେ ପାଣ୍ଡବଙ୍କୁ ଗାଳି, ଦେଲ ବାଈ ହୋଇଣ ଷଣ୍ଢ ତିଳ ବୋଲି କୃଷ୍ଣସିଂହ. ମହାଭାରତ. ଦ୍ରୋଣ]