ଷଣ୍ଢିତା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

ଯୋନି ରୋଗ ବିଶେଷ (ବିଶ୍ୱକୋଷ) —A kind of vaginal disease.

[ଦ୍ରଷ୍ଟବ୍ୟ — ଏ ରୋଗରେ ସ୍ତ୍ରୀମାନଙ୍କର ଋତୁରୋଧ ଓ ସ୍ତନ କ୍ଷୁଦ୍ର ହୁଏ ଓ ମୈଥୁନ କାଳେ ଯୋନି ଖରସ୍ପର୍ଶ ବୋଧ ହୁଏ ସୁଶ୍ରୁତ]