ଷଣ୍ଢାମାର୍କା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବି—(ସଂସ୍କୃତ - ଷଣ୍ଡ=ବୃଷ; ଅର୍ଥାତ୍ ବୃଷ ପରି ବଳବାନ୍; ଷଣ୍ଡାମାର୍କ ବା ବିଷାଳକାୟ, ତୁଳ, ତା—ଷଣ୍ଡେ=ଯୁଦ୍ଧ, ଲଢେଇ) ସମ୍ପାଦନା

୧. ବଳବାନ୍ ଓ ପୃଥୁଳବ୍ୟକ୍ତି —୧. A strong and fat man; a stout, strong and tall man.
୨. ଉଦ୍ଧତ ଓ ଦୁର୍ବିନୀତ ବ୍ୟକ୍ତି; ଦୁଷ୍ଟ ଓ ବଳୁଆ ଲୋକ —୨. A strong and wicked man.
୩. ବଳୀ; ମଲ୍ଲ —୩. An athelete.

ଦେଶଜ - ବିଶେଷଣ - ସମ୍ପାଦନା

ବଳୁଆ ଓ ପୃଥୁଳ —Stout and strong.