ଷଣ୍ଢତିଲ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

ଯେଉଁ ତିଳରୁ ତେଲ ବାହାରେ ନାହିଁ (ହିନ୍ଦୀ - ଶ) Sesamum seed producing no oil.

ଦେଶଜ - ବିଶେଷ୍ୟ - (ଲକ୍ଷଣାର୍ଥ) ସମ୍ପାଦନା

ନପୁଂସକ — A eunoch.

[ଉ—ତୁମ୍ଭଙ୍କୁ ଯାହା ଷଣ୍ଡ ତିଳ ବୋଲୁଥିଲେ, ବିରାଟ ନଗରେ ତା ସତ କରାଇଲେ— କୃଷ୍ଣସିଂହ ମହାଭାରତ ଉଦ୍ଯୋଗ]