ଷଣ୍ଡିଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଷେଣ୍ଢିଆ, ଷେଣ୍ଡିଆ—ଅନ୍ୟରୂପ)

ଦେଶଜ - ବିଶେଷଣ - (ସଂସ୍କୃତ - ଷଣ୍ଢ=ନ ପୁଂସକ) ସମ୍ପାଦନା

୧. ନପୁଂସକ — ୧. Impotent.
୨. ଷଣ୍ଢ ସମ୍ୱନ୍ଧୀୟ —୨. Relating to a bull.

[ଦ୍ରଷ୍ଟବ୍ୟ —ଏହା ଅନ୍ୟ ଶବ୍ଦ ସଙ୍ଗେ ଯୁକ୍ତ ହୁଏ, ଯାଥା; କଣିଷଣ୍ଢିଆ, କାଣ୍ଡଷଣ୍ଢିଆ, ବଡଷଣ୍ଡିଆ]