ଷଣ୍ଡାଳୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ସଣ୍ଡାଳୀ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ଷଣ୍ଡ+ଅଳ୍ ଧାତୁ=ପାରଗହେବା+ଅ+ଈ) ସମ୍ପାଦନା

୧. ତୈଳ ଘୃତାଦିର ପରିମାଣ ବିଶେଷ; ଛଟାଙ୍କି— (ବିଶ୍ୱକୋଷ) ୧. ୧/୧୬ of a seer of liquid.
୨. ସରସୀ, ସରୋବତ —୨. A pond.
୩. କାମୃକୀ; ସ୍ତ୍ରୀ —୩. A libidinous woman.