ଷଣ୍ଡାମାର୍କା
ଷଣ୍ଡାମାର୍କା
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଅନୁବାଦ ସମ୍ପାଦନା
ଷଣ୍ଡାମାର୍କା
|
ଦେଶଜ - ବିଶେଷ୍ୟ -(ସଂସ୍କୃତ - ଷଣ୍ଡ=ବୃଷ; ଅର୍ଥାତ୍ ବୃଷ ପରି ବଳବାନ୍; ଷଣ୍ଡାମାର୍କ ବା ବିଷାଳକାୟ, ତୁଳ, ତା—ଷଣ୍ଡେ=ଯୁଦ୍ଧ, ଲଢେଇ) ସମ୍ପାଦନା
- ୧. ବଳବାନ୍ ଓ ପୃଥୁଳବ୍ୟକ୍ତି —୧. A strong and fat man; a stout, strong and tall man.
- ୨. ଉଦ୍ଧତ ଓ ଦୁର୍ବିନୀତ ବ୍ୟକ୍ତି; ଦୁଷ୍ଟ ଓ ବଳୁଆ ଲୋକ —୨. A strong and wicked man.
- ୩. ବଳୀ; ମଲ୍ଲ —୩. An athelete.
ଦେଶଜ - ବିଶେଷଣ - ସମ୍ପାଦନା
ବଳୁଆ ଓ ପୃଥୁଳ —Stout and strong.