ଷଣ୍ଡାମର୍କ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

[ଷଣ୍ଢାମାର୍କ—ଅନ୍ୟରୂପ]

  • (file)

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

ଷଣ୍ଡ ଓ ଅମର୍କ ନାମକ ଶୁକ୍ରଙ୍କର ପୁତ୍ର ଦ୍ୱୟ — Shaṇḍa and Amarka who were the two sons of Ṡukra and who were tutors to Prahlāda.

[ଦ୍ରଷ୍ଟବ୍ୟ —ଏମାନେ ପ୍ରହ୍ଲାଦଙ୍କ ଶିକ୍ଷାଗୁରୁ ରୂପେ ହିରଣ୍ୟକଶିପୁଙ୍କଦ୍ୱାରା ନିଯୁକ୍ତ ହୋଇଥିଲେ ଏମାନେ ବଳିଷ୍ଠ, ପୃଥୁଳକାୟ ଓ ଦୁଷ୍ଟ ଥିଲେ]

ଦେଶଜ - ବିଶେଷ୍ୟ - ଓବିଶେଷଣ - ସମ୍ପାଦନା

ଷଣ୍ଡାମାର୍କା (ଦେଖ) - Shaṇḍāmārkā (See)