ଷଡ୍ୱକ୍ତ୍ର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (କର୍ମଧା) ସମ୍ପାଦନା

୧. ଛଅଟି ମୁହଁ —୧. Six faces of heads.
୨. (ବହୁବ୍ରୀହି) ଷଡ଼ାନନ; କାର୍ତ୍ତିକେୟ —୨. The eldest son of Ṡiba.

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - ସମ୍ପାଦନା

ଛଅଟି ମୁଖଯୁକ୍ତ —Having ୬ heads or faces.