ଷଡ୍ରେଖା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଷଡ୍ରେଖା—ଅନ୍ୟରୂପ)

(ଷଡରେଖା—ଦେଶଜରୂପ)

ସଂସ୍କୃତ - ବିଶେଷ୍ୟ - (ସମାହାର ଦ୍ୱିଗୁ) ସମ୍ପାଦନା

୧. ଛଅ ରେଖାର ସମବାୟ —୧. Ṡix lines
୨. (ବହୁବ୍ରୀହି) ଷଡଭୁଜା ବା ତରଭୁଜା ଫଳ ଓ ଲତା — ୨. Water melon.