ଷଡ୍ଧା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଷଡ଼ଧା—ଦେଶଜରୂପ)

ସଂସ୍କୃତ - ବିଶେଷ୍ୟ - (ଷଟ୍+ପ୍ରକାରାର୍ଥେ ଧା) ସମ୍ପାଦନା

ଛଅ ପ୍ରକାର —Six kinds or six sorts.

ସଂସ୍କୃତ - ବିଶେଷଣ - ସମ୍ପାଦନା

ଛଅ ପ୍ରକାରର —Of six sorts.

ସଂସ୍କୃତ - କ୍ରି.ବିଶେଷଣ - ସମ୍ପାଦନା

୧. ଛଅ ପ୍ରକାରେ — ୧. In six kinds; in six ways.
୨. ଛଅ ଭାଗରେ —୨. Into six parts.