ଷଡ୍ଦୁର୍ଗ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

ହିନ୍ଦୁଶାସ୍ତ୍ରରେ ବର୍ଣ୍ଣିତ ଛଅ ପ୍ରକାର ଦୁର୍ଗ ବା କୋଟ୍ଟ — Six classes or kinds of fortifications described in the Hindu books.

[ଦ୍ରଷ୍ଟବ୍ୟ —ମନୁସଂହିତା ୭ମ ଅଧ୍ୟାୟ ୭ ଶ୍ଳୋକରେ ଛଅଟି ଦୁର୍ଗର ଉଲ୍ଲେଖ ଅଛି—୧ ଧନ୍ୱଦୂର୍ଗ (ନିର୍ଜଳ ମରୁ— ବେଷ୍ଟିତ ଦୁର୍ଗ), ୨ ମହୀଦୁର୍ଗ ବା ମୃଦ୍ଦୁର୍ଗ (ମାଟି, ପାଷାଣ ଓ ଇଷ୍ଟକାଦି ନିର୍ମିତ ଦୁର୍ଗ), ୩ ଅବ୍ଦୁର୍ଗ ବା ଜଳଦୁର୍ଗ (ଜଳକୁଲ୍ୟାଦି ପରିବେଷ୍ଟିତ ଦୁର୍ଗ), ୪ ବାର୍କ୍ଷ୍ୟ ଦୁର୍ଗ ବା ବନ ଦୁର୍ଗ (ମହାବୃକ୍ଷ, କଣ୍ଟକ, ଗୁଳ୍ମ ଲତାଦି ବ୍ୟାପ୍ତ ଦୁର୍ଗ), ୫ ନୃଦୁର୍ଗ ବା ମନୁଷ୍ୟ ଦୁର୍ଗ (ଚାରି— ଆଡ଼େ ହସ୍ତ୍ୟଶ୍ୱ ରଥ ସେନାଦି ପରିବୃତ ଦୁର୍ଗ), ୬ ଗିରି ଦୁର୍ଗ (ପର୍ବତରେ ଅବସ୍ଥିତ ଦୁର୍ଗମ ଓ ଦୁରାକ୍ରମଣୀୟ ଦୁର୍ଗ) ଏହି ସବୁ ଦୁର୍ଗରେ ରାଜା ବାସ କରିବେ

ମହାଭାରତ ଶାନ୍ତି ପର୍ବ୍ୱରେ ରାଜଧର୍ମ ପର୍ବାଧ୍ୟାୟରେ ମଧ୍ୟ ଏହି ଛଅଟି ଦୁର୍ଗର ଉଲ୍ଲେଖ ଅଛି ]