ଷଡ୍ଜୟନ୍ତୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଷଡ଼ଜୟନ୍ତୀ—ଦେଶଜରୂପ)

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

ବର୍ଷ ମଧ୍ୟରେ ଛଅଟି ନିର୍ଦ୍ଦିଷ୍ଟ ଉପବାସ ବ୍ରତ — Six particular fasts observed during the year.

[ଦ୍ରଷ୍ଟବ୍ୟ — ଶିବରାତ୍ରି, ଜନ୍ମାଷ୍ଟମୀ, ବାମନଜନ୍ମ, ନୃସିଂହଜନ୍ମ, ରାମ ନବମୀ ଓ ମହାଷ୍ଟମୀକୁ ଷଡ୍ଜୟନ୍ତୀ ବୋଲାଯାଏ ଯେଉଁମାନେ ୨୪: ଏକାଦଶୀ କରନ୍ତି ସେମାନେ ଷଡ୍ଜୟନ୍ତୀ ବ୍ରତ କଲେ ବର୍ଷକେ ଏକ ମାସ ଉପବାସ ପୂର୍ଣ୍ଣ ହୁଏ ବାକ୍ୟ ଅଛି; ଯଥା— ମାସୋପବାସୀ ତରୁଣୀଗ୍ନିହୋତ୍ରୀ

ବେଦାନ୍ତ ଗୋଚନ୍ଦ୍ର ସହସ୍ରଦର୍ଶୀ ମିଷ୍ଟାନ୍ନଦାତା ଚ ପତିବ୍ରତା ଚ ଷଡ୍ଜୀବ ଲୋକେ ମମ ବନ୍ଦନୀୟାଃ ଭଗବାନଙ୍କ ପ୍ରତି ନାରଦଙ୍କ ଉକ୍ତି]