ଷଡ୍ଗୟା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଷଡ୍ଗୟା—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ଷଟ୍+ଗୟା) ସମ୍ପାଦନା

ଗୟା ତୀର୍ଥରେ ଥିବା ଛଅ ଗୋଟି ଦର୍ଶନ ଓ ଦୈବୀ କର୍ମ କରିବା ଯୋଗ୍ୟ ପ୍ରଧାନ ତୀର୍ଥ —Six very sacred shrines or places in Gaya.

(ଯଥା—ଗୟାଗକ, ଗୟାଦିତ୍ୟ, ଗାୟତ୍ରୀ, ଗଦାଧର, ଗୟାଧାମ ଓ ଗୟାସୁର ଗୟା ତୀର୍ଥକୁ ଗଲେ ଏ ଷଡ୍ଗୟା ଦର୍ଶନ କରିବା ବିଧେୟ)