ଷଡ୍ଗ୍ରହକୂଟ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଷଡ଼ଗ୍ରହା—ଦେଶଜ ରୂପ

ସଂସ୍କୃତ - ବିଶେଷ୍ୟ - (ଜ୍ୟୋତିଷ) ସମ୍ପାଦନା

ଛଅଟି ଗ୍ରହଙ୍କର ଏକ ରାଶିରେ ସ୍ଥିତି — The conjuction of six planets in one sign.

[ଦ୍ରଷ୍ଟବ୍ୟ —ଏହା ହେଲେ ରାଜ୍ୟ ପ୍ରତି ଅତି ଅଶୁଭ, ରାଷ୍ଟ୍ରଭଙ୍ଗ, ନୃପ ନାଶ ଓ ମୃତ୍ୟୁ ଆଦି ଘଟେ]