ଷଡ୍ଗୁଣ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଷଡ୍ଗଣ—ଅନ୍ୟରୂପ)

(ଷଡ୍ଗୁଣ—ଦେଶଜରୂପ)

ସଂସ୍କୃତ - ବିଶେଷଣ - (ଷଟ୍+ଗୁଣ) ସମ୍ପାଦନା

୧. ଛଅ ଥର —୧. Six times.
୨. ଛଅ ଗୁଣିଆ —୨. Sixfold.
୩. ଛଅ ସଂଖ୍ୟାଦ୍ୱାରା ଗୁଣିତ — ୩. Multiplied by the number six.

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

୧. ଛଅଦ୍ୱାରା ଗୁଣିଲେ ଯେତେ ହେବ ତେତେ —୧. As much as six times a quantity; which is six times as much as the original thing.
୨. ଛଅଗୋଟି ରାଜଗୁଣ; ଯେଉଁ ଉପାୟ ଛଅଟି ରାଜାଙ୍କଦ୍ୱାରା ପାଳିତ ହେବା ଉଚିତ —୨. Six expedients which a king should pursue in order to succeed.

(ଯଥା—ସନ୍ଧି, ବିଗ୍ରହ, ଯାନ, ଆସନ, ଦ୍ୱେଧ ଓ ଆଶ୍ରୟ)

୩. ମନୁଷ୍ୟର; ଇଷ୍ଟ ଛଅଟି ଉତ୍ତମ ବା ବିଶିଷ୍ଟ ଗୁଣ —୩. Six good qualities which a man should aspire for.

(ଯଥା—ଐଶ୍ୱର୍ଯ୍ୟ, ଜ୍ଞାନ, ଯଶଃ, ଶ୍ରୀ, ବୈରାଗ୍ୟ ଓ ଧର୍ମ—ବିଶ୍ୱକୋଷ)