ଷଡାମ୍ନାୟ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ଷଟ୍+ଆମ୍ନାୟ=ଉଚ୍ଚାରିତ ବିଷୟର କ୍ରମ) ସମ୍ପାଦନା

ଶିବଙ୍କର୬ଟି ମୂଖ (ଅର୍ଥାତ୍ ସାଧାରଣତଃ ୫ମୁଖ ଓ ଏହି ଉଦ୍ଦେଶ୍ୟରେ ଉର୍ଦ୍ଧ୍ୱକୁ ବାହାର କରିଥିବା ଆଉ ଗୋଟିଏ ମୂଖ)ରୁ ଉଚ୍ଚାରିତ ତନ୍ତ୍ରଶାସ୍ତ୍ର —A set of six Tantra Ṡāstras issuing from ୬ mouths of Mahādeba.

[ଦ୍ରଷ୍ଟବ୍ୟ —ପଥା—ପୂର୍ବାମ୍ନାୟ, ଦକ୍ଷିଣା— ମ୍ନାୟ, ପଶ୍ଚିମାମ୍ନାୟ, ଉତ୍ତରାମ୍ନାୟ, ଉର୍ଦ୍ଧାମ୍ନାୟ ଓ ଅଧ ଆମ୍ନାୟ]