ଷଡ଼ବିକାର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

(ଷଡ୍ୱିକାର—ସଂସ୍କୃତ - ରୂପ)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଷଟ୍+ବିକାର) ସମ୍ପାଦନା

ଜନ୍ମ, ସ୍ଥିତି, ବୃଦ୍ଧି, ପରିମାଣ; କ୍ଷୟ ଓ ବିନାଶ, ଏହିରୂପ ପ୍ରାଣୀର ଛଅଟି ପରିବର୍ତ୍ତନ ବା ଅବସ୍ଥା —Six transformations which an animate being undergoes during its earthly existence.

[ଉ—ସ୍ୱଭାବେ ମନୁଷ୍ୟ ଶରୀରେ ଜନ୍ମଇ ଏ ଷଡବିକାରେ ଜଗନ୍ନାଥ. ଭାଗବତ]