ଷଡଙ୍ଗୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

[ଷଡଙ୍ଗିନୀ—ସ୍ତ୍ରୀ] [ଷଡଙ୍ଗିଆ(ୟା)ଣୀ—ଦେଶଜ - ସ୍ତ୍ରୀ]
  • (file)

ସଂସ୍କୃତ - ବିଶେଷଣ - ପୁଂ. (ଷଡଙ୍ଗ+ଯୁକ୍ତାର୍ଥେ ଇନ୍; ୧ମା. ୧ବ) ସମ୍ପାଦନା

ଷଡଙ୍ଗଯୁକ୍ତ —Having Shaṟḍ̠aṇga; versed in Sharline;ḍ̠aṅga.

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

ବେଦର ଷଡଙ୍ଗାଧ୍ୟାୟୀ ବ୍ରାହ୍ମଣ —A Brāhmaṇa versed in the six braches of vedic lore.

ଦେଶଜ - ବିଶେଷ୍ୟ - ସମ୍ପାଦନା

ବ୍ରାହ୍ମଣଙ୍କ ବଂଶୋପାଧି ବିଶେଷ —A family-title of Brāhmaṇas.