ଷଡକ୍ଷର ମନ୍ତ୍ର
ଷଡକ୍ଷର ମନ୍ତ୍ର
ଉଚ୍ଚାରଣ
ସମ୍ପାଦନାଦେଶଜ - ବିଶେଷ୍ୟ -
ସମ୍ପାଦନା- ୬.ଟି ଅକ୍ଷର ବିଶିଷ୍ଟ ମନ୍ତ୍ର —An incanta tion or formula or six letters.
[ଉ—ଷଡକ୍ଷର ମନ୍ତ୍ର ଜପ, କରିଥିଲେ କି ଅନଳ୍ପ କବିସୂର୍ଯ୍ୟ—ରତ୍ନାକର ଚମ୍ପୂ]
[ଦ୍ରଷ୍ଟବ୍ୟ —ଷଡକ୍ଷର ମନ୍ତ୍ର—୧ ବିଷ୍ଣୁଙ୍କର—ହରେ ରାମକୃଷ୍ଣ; ୨ ଶିବଙ୍କର—ଓଁ ନମଃ ଶିବାୟ ୩ ଗଣେଶଙ୍କର— ନମୋ ଗଣେଶାୟଃ ୪ ଷଡକ୍ଷର ତାରକ ବ୍ରହ୍ମ—ଓଁ ଶ୍ରୀ ରାମ ରାମ ବା ରାଂରାମାୟ ନମଃ]