ଷଡକାନ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଷଡ୍କର୍ଣ୍ଣ—ଅନ୍ୟରୂପ)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - (ସଂସ୍କୃତ - ଷଟ୍କର୍ଣ୍ଣ) ସମ୍ପାଦନା

୧. ଶ୍ରୋତା ଓ ବକ୍ତାଙ୍କ ଛଡା ତୃତୀୟ ବ୍ୟକ୍ତିର କାନକୁ ଯିବା (କୌଣସି ଗୁପ୍ତ ବିଷୟ ବା ରହସ୍ୟ) —୧. Divulged to the ears of a third person (other than the original speaker and the hearer).
୨. ସାଧାରିଣରେ ପ୍ରକଟୀକୃତ (ଗୁପ୍ତକଥା) —୨. Divulged (secret).

ଦେଶଜ - ବିଶେଷ୍ୟ - ସମ୍ପାଦନା

କୌଣସି ଗୁପ୍ତ ବିଷୟର ତୃତୀୟ ବା ଆଉ ଅଧିକ ବ୍ୟକ୍ତିଙ୍କ ନିକଟରେ ପ୍ରକାଶ ହେବା ଅବସ୍ଥା —The divulgence or leak ing out of a secret.

(ଉ—ଷଡ କାନ ମନ୍ତ୍ର ଭେଦ—ପ୍ରବଚନ)