ଷଡ
ଷଡ
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଦେଶଜ - ବିଶେଷଣ - (ସଂସ୍କୃତ - ଷଷ୍ ବା ଷଟ୍; ସନ୍ଧିଦ୍ୱାରା ନିପନ୍ନ ଷଡ୍)
ସମ୍ପାଦନା- ୧. ଷଟ୍; ଛଅସଂଖ୍ୟକ —୧. Numbering six.
[ଉ—ଷଡ ଦୁହିତା କଲ ଜାତ ଏ ରୂପେ ବଂଶ ଅପ୍ରମିତ, ଭୂପତିଂ ପ୍ରେମ ପଞ୍ଚାମୃତ]
- ୨. ଛଅ ପ୍ରକାରର —୨. Of six kinds.
[ଦ୍ରଷ୍ଟବ୍ୟ —ଷଡ୍]
ପଦ ପରେ ଯୁକ୍ତ ହୋଇଥିବା ଅଧିକାଂଶ ସଂସ୍କୃତ ଶବ୍ଦ ସନ୍ଧି ନିୟମରେ ଷଡ୍ (ଭାଷାରେ 'ଷଡ')ଉଚ୍ଚାରିତ ହୁଏ ଯଥା—ଷଡ ଋତୁ, ଷଡରସ ଓ ଷଡଗୁଣ ଇତ୍ୟାଦି