ଷଠୀ
ଷଠୀ
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଦେଶଜ - ବି—(ସଂସ୍କୃତ - ଷଷ୍ଠୀ)
ସମ୍ପାଦନା- ୧. ଶିଶୁର ଜନ୍ମ ହେବାର ୬ଷ୍ଠ ଦିବସରେ କର୍ତ୍ତବ୍ୟ ଉତ୍ସକାଦି ଓ ଷଷ୍ଠୀ ଦେବୀଙ୍କ ପୂଜା —୧. Festival and worship of the 'Shashthī debī' done on the ୬th day of a child's birth.
- ୨. ଷଷ୍ଠ ମଙ୍ଗଳା — ୨, The ୬th day of marriage.
- ୩. [[ ଷଷ୍ଠୀ (୨) (ଦେଖ) - —୩. Shashthī(୨) (See)
- ୪. (ସଂସ୍କୃତ - ଷଷ୍ଠି) ଷାଠିଏ, ୬ —୪. Sixty; ୬୦
[ଦ୍ରଷ୍ଟବ୍ୟ —ଷଷ୍ଟି ଶବ୍ଦର ଅପଭ୍ରଷ୍ଟ ଷଠି ଶବ୍ଦ ଅଣଷଠି ଓ ଏକଷଠି ଆଦିରେ ବ୍ୟବହୃତ ହୁଏ]
- ୫. ଷଠିଓଷା (ଦେଖ) - —୫. Shaṭhi Oshā (See)