ଷଠୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବି—(ସଂସ୍କୃତ - ଷଷ୍ଠୀ) ସମ୍ପାଦନା

୧. ଶିଶୁର ଜନ୍ମ ହେବାର ୬ଷ୍ଠ ଦିବସରେ କର୍ତ୍ତବ୍ୟ ଉତ୍ସକାଦି ଓ ଷଷ୍ଠୀ ଦେବୀଙ୍କ ପୂଜା —୧. Festival and worship of the 'Shashthī debī' done on the ୬th day of a child's birth.
୨. ଷଷ୍ଠ ମଙ୍ଗଳା — ୨, The ୬th day of marriage.
୩. [[ ଷଷ୍ଠୀ (୨) (ଦେଖ) - —୩. Shashthī(୨) (See)
୪. (ସଂସ୍କୃତ - ଷଷ୍ଠି) ଷାଠିଏ, ୬ —୪. Sixty; ୬୦

[ଦ୍ରଷ୍ଟବ୍ୟ —ଷଷ୍ଟି ଶବ୍ଦର ଅପଭ୍ରଷ୍ଟ ଷଠି ଶବ୍ଦ ଅଣଷଠି ଓ ଏକଷଠି ଆଦିରେ ବ୍ୟବହୃତ ହୁଏ]

୫. ଷଠିଓଷା (ଦେଖ) - —୫. Shaṭhi Oshā (See)