ଷଠି ଚଉଠୀ
ଷଠି ଚଉଠୀ
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଷଠି ଚଉଠୀ
|
ଦେଶଜ - ବି—(ସଂସ୍କୃତ - ଷଷ୍ଠୀ+ଚତୁର୍ଥୀ)
ସମ୍ପାଦନା- ୧. ବିବାହର ଷଷ୍ଠ ଓ ଚତୁର୍ଥ ଦିନର ଉତ୍ସବ —୧. Ceremonies on the ୬th and ୪th days of marriage.
- ୨. ଜନ୍ମର ଷଠି ଉତ୍ସବ ଓ ବିବାହର ଚଉଠି ଉତ୍ସବ —୨. The ୬th day ceremony after a birth and the ୪th day celebration after a marriage.