(ଶେଠ—ଅପଭ୍ରଂଶ ଶବ୍ଦ)
ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ଶ୍ରେଷ୍ଠ+ଇନ୍; ଶ୍ରେଷ୍ଠିନ୍; ୧ମା. ୧ବ. ଶିଳ୍ପି— କୁଳର ଶ୍ରେଷ୍ଠ ବ୍ୟକ୍ତି)
ସମ୍ପାଦନା
- ୧. କୁଳୋତ୍ତମ ବ୍ୟକ୍ତି — ୧. An artison of a high caste.
- ୨. ବଣିକ —୨. A merchant.
- ୩. ଶେଠ; ମହାଧନୀ ବଣିକ —୩. A millionaire; a merchant prince.