ଶ୍ରେଣୀ:ଓଡ଼ିଆ ଦେଶଜ ଶବ୍ଦ

ଏହି ଶ୍ରେଣୀରେ ସମସ୍ତ ଓଡ଼ିଆ ଦେଶଜ ଶବ୍ଦ ରହିବ । ଦେଶଜ ଶବ୍ଦ ଭିତରେ ଆଞ୍ଚଳିକ କଥିତ ଶବ୍ଦାବଳୀ ଓ ଓଡ଼ିଶାରେ କଥିତ ବିଭିନ୍ନ ଆଦିବାସୀ ଭାଷାରୁ ଓଡ଼ିଆକୁ ଆନୀତ ଶବ୍ଦସମୂହ ମଧ୍ୟ ଅନ୍ତର୍ଭୁକ୍ତ । ଶବ୍ଦସବୁ ସିଧାସଳଖ ଏହି ଶ୍ରେଣୀ ଭିତରେ ନ ରଖି ତଳେ ଥିବା ନିର୍ଦ୍ଦିଷ୍ଟ ଉପଶ୍ରେଣୀ ଭିତରେ ରହିବ । କୌଣସି ଉପଶ୍ରେଣୀ ତିଆରି ହୋଇନଥିଲେ ତାହା ତିଆରି କରାଯିବ ।

ସାନ ଶ୍ରେଣୀସମୂହ

ଏହି ଶ୍ରେଣୀଟିରେ ସର୍ବମୋଟ ୩୩ ରୁ ତଳେଥିବା ଏହି ୩୩ ଶ୍ରେଣୀଗୁଡିକ ଅଛନ୍ତି ।