ଶ୍ରୀ ମନ୍ଦିର
ଶ୍ରୀ ମନ୍ଦିର
ଉଚ୍ଚାରଣ
ସମ୍ପାଦନାସଂସ୍କୃତ - ବିଶେଷ୍ୟ -
ସମ୍ପାଦନା- ୧. ଦେବ ମନ୍ଦିର —୧. The temple of a Deity.
- ୨. ତୀର୍ଥରେ ପ୍ରଧାନ ଦେବତାଙ୍କ— ମନ୍ଦିର —୨. The temple of the chief Deity
of a place.
ଅନୁବାଦ
ସମ୍ପାଦନାଶ୍ରୀ ମନ୍ଦିର
|
ଦେଶଜ - ବିଶେଷ୍ୟ -
ସମ୍ପାଦନା- ୧. ପୁରୀର ଜଗନ୍ନାଥ ମନ୍ଦିର — ୧. The temple of Jagannātha at Puri.
- ୨. କୌଣସି ପ୍ରତିଷ୍ଠିତ ଦେବତାଙ୍କ ଏକତ୍ର ସଂଲଗ୍ନ ଏକାଧିକ ଭିନ୍ନ ଭିନ୍ନ ମନ୍ଦିରମାନଙ୍କ (ମୁକ୍ତଶିଆଳି, ଜଗ— ମୋହନ, ନାଟମନ୍ଦିର, ଭୋଗ ମଣ୍ଡପ) ମଧ୍ୟରୁ ମୂଳ ମନ୍ଦିର (ଯେଉଁ ମନ୍ଦିରରେ ଶ୍ରୀ ବିଗ୍ରହ ପ୍ରତିଷ୍ଠିତ) —୨. The main temple of a series of connected temples (in which the idol is placed).
- ୩. (ବ୍ୟଙ୍ଗ୍ୟ) ଶ୍ରୀଘର; ଜେଲଖାନା —୩. Jail.