ଶ୍ରୀ କାନ୍ତ

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (୬ଷ୍ଠୀ ତତ୍; ଶ୍ରୀ +କାନ୍ତ)

ସମ୍ପାଦନା

ଲକ୍ଷ୍ମୀକାନ୍ତ; ବିଷ୍ଣୁ —Bishṇu (the husband of Lakshmī)

ଦେଶଜ - ବିଶେଷ୍ୟ - ପୁଲିଙ୍ଗ -

ସମ୍ପାଦନା

ପୁରୁଷଙ୍କୁ ଦିଆଯିବା ନାମ —A name given to males