ଶିରପେଚ

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଫାରାସୀ - ସରପେଚ)

ସମ୍ପାଦନା
୧. ଶିରୋବେଷ୍ଟନ; ପଗଡ଼ି; ଉଷ୍ଣୀଷ —୧. Turban.
୨. ପଗଡ଼ିର ସମ୍ମୁଖରେ ବନ୍ଧାଯିବା ମଣି ମୁକ୍ତା ଖଚିତ ଅଳଙ୍କାର ବିଶେଷ —୨. An oraanment attached to the front of a turban.

[ଉ—ଶିରପେଞ୍ଚ ଯାହା କିଛି ଦିନ ଅନ୍ତେ ତରଳେ କରକା ପ୍ରାୟେ କାଳ ଦନ୍ତେ ରାଧାନାଥ—ଦରବାର]