ଶିପ୍ରା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ (ନାମ) ସମ୍ପାଦନା

୧. କାଳିକାପୁରାଣୋକ୍ତ ଶିପ୍ର ସରୋବରରୁ ଉତ୍ଥିତ ନଦୀବିଶେଷ —୧. Name of a mythological river.
୨. ସିପ୍ରା (ଦେଖ) - — ୨. Siprā (See)

[ଦ୍ରଷ୍ଟବ୍ୟ —କ୍ଷୁଦ୍ର ଶିପ୍ରା ସ୍ରୋତ ବିଖ୍ୟାତ ଜଗତେ, ମହାନଦୀ ନାମ ରହିଲା ଗୁପତେ— ରାଧାନାଥ, ଚିଲିକା]