ଶଗଡ଼ ଅଣ୍ଟେଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

କାଦୁଅରେ ବା ବାଲିରେ ବଳଦ ଟାଣି ପାରୁନ ଥିବା ଶଗଡ଼ର ଦଣ୍ଡା ପାଖରେ ମନୁଷ୍ୟ ହାତ ଓ ଅଣ୍ଟାଦ୍ୱାରା ବଳ ପ୍ରୟୋଗ କରିବା —To push a heavily laden cart (which the bullocks are drawing with difficulty through sand or mud) with one's hands and waist to accelerate its movement.