ଶକ୍ୱରୀ
ଶକ୍ୱରୀ
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ସଂସ୍କୃତ - ବିଶେଷ୍ୟ - (ଶକ୍ ଧାତୁ+କର୍ତ୍ତୃ. ବର+ଈ) ସମ୍ପାଦନା
- ୧. ଆଙ୍ଗୁଠି (ହିନ୍ଦୀ - ଶ) —୧. Finger.
- ୨. ପ୍ରାଚୀନ ନଦୀ ବିଶେଷ (ହିନ୍ଦୀ - ଶ) —୨. Name of an ancient river.
- ୩. ମେଖଳା (ହିନ୍ଦୀ - ଶ) —୩. Girdle.
- ୪. ଗାଈ (ହିନ୍ଦୀ - ଶ) —୪. Cow.
- ୫. ଛନ୍ଦୋବିଶେଷ (ହିନ୍ଦୀ - ଶ) —୫. Name of a metre.