ଶକ୍ରଜିତ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ -(ଶକ୍ର=ଇନ୍ଦ୍ର+ଜି=ଜିଣିବା+କର୍ତ୍ତୃ କ୍ୱିପ୍; ଯେ ଇଦ୍ରଙ୍କ ଜୟ କରିଥିଲେ) ସମ୍ପାଦନା

ମେଘନାଦ; ଇନ୍ଦ୍ରଜିତ୍; ରାବଣର ପୁତ୍ର —The son of Rābaṇa.

ବିଶେଷଣ - ସମ୍ପାଦନା

ଇନ୍ଦ୍ର ଜୟକାରୀ —Victorious over Indra.