ଶକ୍ତ୍ୟର୍ଦ୍ଧ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

ବିଶେଷ କାୟିକ ପରିଶ୍ରମ ଯୋଗୁ ଦେହରୁ ବହିବା ଘର୍ମ ଓ ଦୀର୍ଘନିଶ୍ୱାସ —Sweet and long gasping breath due hard labour.

ସଂସ୍କୃତ - ନ୍ଦିଣ ସମ୍ପାଦନା

ପରିଶ୍ରମ ବା କ୍ଳାନ୍ତି ଯୋଗୁଁ ଘର୍ମାକ୍ତ ଓ ଖର ନିଶ୍ୱାସ ମାରୁଥିବା —Perspiring and panting through fatigue exertion (Apte).