ଶକ୍ତିମାନ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷଣ - ପୁଂ—(ଶକ୍ତି+ମତ୍; ୧ମା ୧ବ) ସମ୍ପାଦନା

ଶକ୍ତିଶାଳୀ; ବଳଶାଳୀ —Powerful; potent; strong.