ଶକ୍ତିମନ୍ତ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଣ—(ସଂସ୍କୃତ - ଶକ୍ତିମତ୍) ସମ୍ପାଦନା

୧. ଶକ୍ତିଶାଳୀ;କ୍ଷମତାଶାଳୀ —୧. Powerful; energetic.

[ଉ—ମହାଶକ୍ତିମନ୍ତ ତ ଅଟନ୍ତି ଦାନବେ— କୃଷ୍ଣସିଂହ. ମହାଭାରତ ବନ ୨ ଧନଶାଳୀ; ଯେଉଁ ବ୍ୟକ୍ତି ଧନ ସାହାର୍ଯ୍ୟରେ ନାନା କାର୍ଯ୍ୟ କରିବାକୁ ସମର୍ଥ — ୨. Rich (person); capable of performing many works with the help of money.