ଶକି ପାରିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

[ଶକିବା—ଅନ୍ୟରୂପ]

ଦେଶଜ - କ୍ରି—(ସଂସ୍କୃତ - ଶକ୍ ଧାତୁ=ପାରିବା) ସମ୍ପାଦନା

କୌଣସିକାର୍ଯ୍ୟକୁ କରି ପାରିବା; ସମର୍ଥ ହେବା — ୧. To be able to do a work.

[ଦ୍ରଷ୍ଟବ୍ୟ —ଯେଉଁ କାର୍ଯ୍ୟ ପାଇଁ ଯେଉଁ ଶକ୍ତି ଦରକାର ସେ ଶକ୍ତିଯୁକ୍ତ ବ୍ୟକ୍ତି ଉକ୍ତ କାର୍ଯ୍ୟୁ ଶକି ପାରେ ଯଥା— ସେ ଏ ମକଦମା ଖରଚୁ ଶକିପାରିବ ନାହିଁ; ମୁଁ ଏ ବୋଝକୁ ଶକି ପାରିବି ନାହିଁ—ଇତ୍ୟାଦି]