ଶକାର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

୧. ବର୍ଣ୍ଣମାଳାର ତାଲବ୍ୟ 'ଶ' ଅକ୍ଷର —୧. The letter 'Sa' of the alphabet.
୨. (ନାଟ— କୀୟ ଭାଷା) ମୂର୍ଖ, ଅଭିମାନୀ ଓ ଦୁଷ୍କ ଲକାତ ବ୍ୟକ୍ତି ଏବଂ ଐଶ୍ୱର୍ଯ୍ୟଶାଳୀ ରାଜାଙ୍କର ରକ୍ଷିତା ସ୍ତ୍ରୀ (ଫୁଲବାଇ)ର ଭାଇ — ୨. (a dramatic term) A terrm used for an illiterate and low born person, a person prone to take offence at small things and the brother of a king's concubine.

[ଦ୍ରଷ୍ଟବ୍ୟ —ନାଟକରେ ଏ ପାତ୍ରକୁ ନିର୍ବୁଦ୍ଧିଆ ଚପଳ, ଗର୍ବୀ, ନୀଚ ଓ କଠୋରହୃଦୟରୂପେ ଚିତ୍ରିତ କରାଯାଏ ଯଥା—ମୃଚ୍ଛକଟିକରେ ସଂଖ୍ୟାନାଳ]

ସଂସ୍କୃତ - ବିଣପୁଲିଙ୍ଗ - ସମ୍ପାଦନା

ଶକଜାତୀୟ (ହିନ୍ଦୀ - ଶ.) —Relating to the Saka tribe.